କରୋନାକୁ ହରାଇଲେ ୧୧୫ ବର୍ଷୀୟ ବୃଦ୍ଧ : ନେଇନାହାନ୍ତି ଗୋଟିଏ ବି ଡୋଜ୍‌ ଟିକା‌

ବେଙ୍ଗାଲୁରୁ: କର୍ଣ୍ଣାଟକ କୋଲର ଜିଲ୍ଲାର ଜଣେ ବୃଦ୍ଧ ୧୧୫ ବର୍ଷରେ କରୋନାକୁ ହରାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ସେ ଗୋଟିଏ ଡୋଜ୍‌ ଟିକା ବି ନେଇନାହାନ୍ତି। ଜି ମୁନିୟାପ୍ପା ନାମକ ଏହି ବ୍ୟକ୍ତି ୧୯୦୬ରେ ଜନ୍ମ ହୋଇଥିଲେ। ଜୁଲାଇ ମଧ୍ୟଭାଗରେ ତାଙ୍କୁ ଜ୍ବର ହୋଇଥିଲା। କୋଭିଡ୍‌ ଟେଷ୍ଟ୍‌ କରିବାପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଲା। ମୁନିୟାପ୍ପାଙ୍କ ପରିବାର ସଦସ୍ୟ ତାଙ୍କ ଚିକିତ୍ସା ପାଇଁ ଜୁଲାଇ ୨୨ ତାରିଖରେ ବେଙ୍ଗାଲୁରୁ ସ୍ଥିତ … Continue reading କରୋନାକୁ ହରାଇଲେ ୧୧୫ ବର୍ଷୀୟ ବୃଦ୍ଧ : ନେଇନାହାନ୍ତି ଗୋଟିଏ ବି ଡୋଜ୍‌ ଟିକା‌